GGS Logo

LEDP(Livelihood Entrepreneurship Development Programme) on Modern Applique & Fabric Painting

ଏହି ଶୁଭ ଅବସରରେ ଉପସ୍ଥିତ ସମସ୍ତ ମାନ୍ୟବର ଅତିଥିବୃନ୍ଦ, ଅଧିକାରୀବୃନ୍ଦ, ମାଆ ଓ ଭଉଣୀମାନେ, ଏବଂ ପ୍ରିୟ ସହଯୋଗୀମାନଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ସ୍ୱାଗତ ।

ଆମ ସଂସ୍ଥା Gaon Gathana Samiti ପକ୍ଷରୁ ଆୟୋଜିତ LEDP (Livelihood Entrepreneurship Development Programme) ର ଉଦ୍ଘାଟନ ଅବସରରେ ଆପଣମାନଙ୍କ ଉପସ୍ଥିତି ଆମ ପାଇଁ ବହୁତ ଗୌରବର ବିଷୟ।

ଏହି ପ୍ରକଳ୍ପ ମାଧ୍ୟମରେ ଆମ ଅଞ୍ଚଳର ମହିଳାମାନଙ୍କୁ କୌଶଳ ଉନ୍ନତି, ଜୀବିକା ସୃଷ୍ଟି ଓ ସ୍ୱୟଂରୋଜଗାର ଦିଗରେ ପ୍ରେରିତ କରିବା ଆମର ପ୍ରଧାନ ଲକ୍ଷ୍ୟ। ଏହା ମାଧ୍ୟମରେ ମହିଳାମାନେ ଆର୍ଥିକ ଭାବେ ସଶକ୍ତ ହେବେ ଏବଂ ତାଙ୍କ ପରିବାର ଓ ସମାଜର ଉନ୍ନତିରେ ଅବଦାନ ରଖିପାରିବେ।

ଏହି ପ୍ରକଳ୍ପ ସଫଳ ଭାବେ ଆରମ୍ଭ ହେବା ପାଇଁ ଯେଉଁ ସମସ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷ ଆମକୁ ସହଯୋଗ କରିଛନ୍ତି, ସେମାନଙ୍କୁ ଆମର ଅନ୍ତରିକ ଧନ୍ୟବାଦ।

Leave a Comment

Your email address will not be published. Required fields are marked *

v: 0
Scroll to Top